ମୁମ୍ବାଇ : ମହାରାଷ୍ଟ୍ରରେ ବଢ଼ୁଛି କରୋନା ସଂକ୍ରମଣ; ଓଡ଼ିଶାକୁ ଚେତାବନୀ !!!

0
116

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଏହାର କାୟା ବିସ୍ତାର କରିଛି। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଲକ୍‌ଡାଉନ୍ ମଧ୍ୟ‌ ଘୋଷଣା ହୋଇଛି। ତେବେ କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନର‌, ପୋଲିସ୍‌ କମିଶନର, ସମସ୍ତ ଡିସିପି ଓ ଏସ୍‌ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି

LEAVE A REPLY

Please enter your comment!
Please enter your name here