- ଭୁବନେଶ୍ୱର ଓ କଟକରେ ରାତି ୯ରୁ ସକାଳ ୫ଯାଏଁ ନାଇଟ କର୍ଫ୍ଯୁ
- ରାଜ୍ଯର ସବୁ ସହରାଞ୍ଚଳରେ ଜାରି ହେଲା ନାଇଟକର୍ଫ୍ଯୁ
- ୧୦ଟି ସୀମାନ୍ତ ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍
- ସେହି ୧୦ ଜିଲ୍ଲାରେ ସନ୍ଧ୍ଯା ୬ଟାରୁ ସକାଳ ୫ ଯାଏଁ କର୍ଫ୍ଯୁ
- ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏଁ ନାଇଟକର୍ଫ୍ଯୁ
- ବାହାଘରରେ ୫୦ ଓ ସୁଧଘର କାମରେ ୨୦ ଲୋକ ଯୋଗଦେବେ
- ସରକାରୀ ଓ ଘରୋଇ ସଂସ୍ଥାରେ ୫୦ ପ୍ରତିଶତ ଲୋକରେ କାମ
- ବସରେ କେହି ଠିଆ ହୋଇଯାଇପାରିବେ ନାହିଁ
- ଯାତ୍ରାରେ ଏଣିକି ଆଉ ୨ ହଜାର ନୁହେଁ ୧ ହଜାର ଲୋକଙ୍କୁ ଅନୁମତି
- ସିନେମା ହଲରେ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି