ଷ୍ଟିଭ ସ୍ମିଥଙ୍କୁ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଭାରତୀୟ ବୋଲର ଉମେଶ ଯାଦବଙ୍କୁ ୧ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ରିପଲ ପଟେଲଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ବିଷ୍ଣୁ ବିନୋଦଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଲୁକମାନ ହୁସେନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଏମ ସିଦ୍ଧାର୍ଥଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଇଂଲଣ୍ଡର ଅଲରାଉଣ୍ଡର ଟମ କୁରାନଙ୍କୁ ୫ କୋଟି ୨୫ ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ସାମ ବିଲିଙ୍ଗସଙ୍କୁ ୨ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ,।
ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ସଚିନ ବେବିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ରଜତ ପଟିଦାରକୁ ୨୦ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ମହମ୍ମଦ ଆଝାରୁଦ୍ଦିନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ନ୍ୟୁଜିଲାଣ୍ଡର ବୋଲର କାଇଲି ଜେମିସନଙ୍କୁ ୧୫ କୋଟିରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କୁ ୪.୮୦ କୋଟିରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
କେଏସ ଭରତଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନଙ୍କୁ ୪.୮୦ କୋଟିରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ୭ କୋଟି ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ ।
କେ ଗୌତମଙ୍କୁ ୯ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ ।
ଭାରତୀୟ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ ।
ଭାରତୀୟ ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ୪୦ ଲକ୍ଷ କିଣିଲା ରାଜସ୍ଥାନ ରୟାଲ୍ସ ।
ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
ବାଂଲାଦେଶ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ୧ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
ଭାରତୀୟ ବୋଲର ଚେତନ ସକାରିଆଙ୍କୁ ୧ କୋଟି ୨୦ ଲକ୍ଷରେ କିଣିଲା ରାଜସ୍ଥାନ ରୟାଲ୍ସ ।
କେସି କରିଅପ୍ପାଙ୍କୁ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ ।
ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ ।
ସେଲଡନ ଜ୍ୟାକସନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ ।
ବୈଭବ ଆରୋରାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ ।
ବେନ୍ କଟିଙ୍ଗଙ୍କୁ ୭୫ ଲକ୍ଷ ଓ କରୁଣ ନାୟାରଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ ।
ହରଭଜନ ସିଂଙ୍କୁ ୨ କୋଟିରେ କୋଲକାତା ନାଇଟ ରାଇଡର୍ସ ।
ଡେଭିଡ ମଲାନଙ୍କୁ ବେସ୍ ପ୍ରାଇସ ୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।
ଅଷ୍ଟ୍ରେଲିଆର ଷ୍ଟାର ବୋଲର ଜାୟ ରିଚାର୍ଡସନଙ୍କୁ ୧୪ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।
ଭାରତୀୟ ବ୍ୟାଟସମ୍ୟାନ ଶାହାରୁଖ ଖାନଙ୍କୁ ୫ କୋଟି ୨୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ ।
ଅଷ୍ଟେଲୀୟ ବୋଲର ରାଇଲି ମେରିଡିଥଙ୍କୁ ୮ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।
ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏମ ହେନେରିକ୍ସଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।
ଭାରତୀୟ ଖେଳାଳୀ ଜଲଜ ସକ୍ସେନାଙ୍କୁ ୩୦ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ ।
ଅଲରାଉଣ୍ଡର ଉତ୍କର୍ଷ ସିଂଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ ।
ଆଡାମ ମିଲନଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଅଷ୍ଟ୍ରେଲୀୟ ବୋଲର ନାଥନ କୁଲ୍ଟର-ନାଇଲଙ୍କୁ ୫ କୋଟି ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
ପୀୟୁଷ ଚାୱାଲାଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଜିମି ନିଶାମଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ ।
ଭାରତୀୟ ବୋଲର ଜଗଦୀଶ ସୁଚିତଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ ।
କେଦାର ଯାଦବଙ୍କୁ ୨ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ ।
ମୁଜିବ ଉର ରେହମାନଙ୍କୁ ୧ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ ।