ବାହୁଡିଲେ ଅଦ୍ବେତ ବାଙ୍କୀ ଝୁରୁଛି

0
250

କହିବୁ ଆମ ମାଟିର କଥା

ବାଙ୍କୀ ନିକଟସ୍ଥ ରଜିବ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଅଦ୍ବେତ ମହାପାତ୍ର ପ୍ରାୟ ୯୦ବର୍ଷ ନିଜର ଜିବିକା ନିର୍ବାହ କରିଥିଲେ ଏହି ମର୍ତ୍ତ୍ଯମଣ୍ତଳରେ ! ମହାପାତ୍ର ବଂଶରେ ଜନ୍ମ ଶିବମନ୍ଦିର ପୂଜକ ଏହାପରେ ମଧ୍ୟ ଓଡିଶାରେବେଶ ଲୋକପ୍ରିୟ କଳା ଦାଶକିଠିଆ ଗାୟକରେ ସାରାଓଡିଶା ଜାଣିଛି ଅଦ୍ବେତ ଏବଂ ମଙ୍ଗୁଳି ଦାଶକିଠିଆ ଷ୍ଟେଜ୍ କୁ ଏଭଳି ରୋମାଞ୍ଚକର କରିଥାନ୍ତି ନିଖୁଣ କଳାର ପରିବେଷଣକୁ ଆଜି ଅଞ୍ଚଳବାସି ଝୁରୁଛନ୍ତି ! ଗତକାଲି ଅଦ୍ବେତ ମହାପାତ୍ରଙ୍କ ଏକାଦଶାହ କାର୍ଯ୍ଯକ୍ରମରେ ସ୍ମୁତିଚାରଣ ସଭା କରାଯାଇଥିଲା ଏହି ସଭାରେ ଗ୍ରାମର ବିଶିଷ୍ଟ ସଂକୀର୍ତ୍ତନ ଗାୟକ କବୀର ବେହେରା,ବିରେନ୍ ନାୟକ,କମଳାକାନ୍ତ ପ୍ରହରାଜ୍,ସିଦ୍ଧେଶ୍ବର ପାଇକେରାୟ,ବିରେନ ବରାଡ,ପନ୍ଦାରୀ ବାରିକ,ଲିଙ୍ଗରାଜ ସାହୁ,ଶୁଭେନ୍ଦୁ ନାୟକ,ହେମନ୍ତ ବଳିୟାରସିଂ,ସରପଞ୍ଚ ଧନେଶ୍ବର ବଳିୟାରସିଂ,ଏବ ବନ୍ଧୁବାନ୍ଧବ ପରିଜନ ଯୋଗଦେଇଥିଲେ ଶେଷରେ ଅଦ୍ବେତଙ୍କ ଜେଷ୍ଠ ପୂତ୍ର କଥାଦେଇଥିଲେ ପିତାଙ୍କର ପ୍ରଥମ ବାର୍ଷିକରେ ଷ୍ଟ୍ଯାଚୁ ଉନ୍ମୋଚନ କରି କଳାକାର ବନ୍ଧୁମାନଙ୍କ ମଧ୍ୟରେ ପିତାଙ୍କୁ ଜୁବିତ ରଖିବାପାଇଁ ସ୍ଥିରକରିଥିଲେ

LEAVE A REPLY

Please enter your comment!
Please enter your name here